21.1 C
Bhubaneswar
Monday, December 8, 2025
Homeଓଡିଶାହୀରାକୁଦ: ଖୋଲିବ ଆଉ ୮ଟି ଗେଟ

ହୀରାକୁଦ: ଖୋଲିବ ଆଉ ୮ଟି ଗେଟ

ସମ୍ବଲପୁର: ହୀରାକୁଦରେ ଖୋଲିବ ଆଉ ୮ଟି ଗେଟ । ମୋଟ ୨୦ଟି ଗେଟ ଦେଇ ବନ୍ୟାଦଳ ନିଷ୍କାସିତ ହେବ । ପୂର୍ବରୁ ହୀରାକୁଦର ୧୨ଟି ଗେଟ ଖୋଲାଯାଇଥିଲା । ବଢୁଥିବା ହୀରାକୁଦ ଜଳ ସ୍ତରକୁ ଦୃଷ୍ଟିରେ ରଖି ଖୋଲିବ ଆଉ ୮ଟି ଗେଟ । ଉପରମୁଣ୍ଡରେ ବର୍ଷା ପାଇଁ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେବ । ବାମପଟରେ ୧୩ଟି ଗେଟ ଓ ଡାହାଣ ପଟରେ ୭ଟି ଗେଟ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking