26.1 C
Bhubaneswar
Tuesday, September 23, 2025
Homeଓଡିଶାସ୍କୁଟି ଆରୋହୀଙ୍କୁ ଚାପିଦେଲା  ହାଇୱା

ସ୍କୁଟି ଆରୋହୀଙ୍କୁ ଚାପିଦେଲା  ହାଇୱା

ଭୁବନେଶ୍ୱର :  ସ୍କୁଟି ଆରୋହୀ ଯୁବକଙ୍କୁ  ଚାପିଦେଲା ହାଇୱା ।  ଏଭଳି ମର୍ମନ୍ତୁଦ ଦୁର୍ଘଟଣା ବାଲିଅନ୍ତା ଜୟଦେବ ପୀଠ ନିକଟରେ ଘଟିଛି । ମୃତକ ସ୍ଥାନୀୟ ଅଞ୍ଚଳର ସୂଚନା ମିଳିଛି ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଦିନକୁ ଦିନ ରାଜଧାନୀରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । କେବେ ଏସବୁ ସମସ୍ୟା ଟଳିବ ଜଣା ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking