21.1 C
Bhubaneswar
Saturday, December 6, 2025
Homeଓଡିଶାହାଇୱା ବାଇକ ଧକ୍କା: ଜଣେ ମୃତ

ହାଇୱା ବାଇକ ଧକ୍କା: ଜଣେ ମୃତ

ରାୟଗଡା: ମେଟାଲ ବୋଝେଇ ହାଇୱା ସହ ବାଇକ ଧକ୍କା । ଏଭଳି  ଏକ ଅଭାବନୀୟ ଘଟଣା ରାୟଗଡ ଥାନା ଜପାଖାଲ ନିକଟରେ ।ରେ ଘଟିଛି ।   ଘଟଣାସ୍ଥଳରେ   ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ  ଜଣେ ଗୁରତର ଆହତ ହୋଇଛନ୍ତି ।  ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking