26.1 C
Bhubaneswar
Thursday, December 18, 2025
Homeଓଡିଶାଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ଉଚ୍ଚଶିକ୍ଷା ବିଭାଗର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିବା ନେଇ ବଡ ଖବର ସମ୍ନାକୁ ଆସିଛି । ହ୍ୟାକ କରି ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡିଓ ସବୁ ଅପଲୋଡ ହୋଇଛି । ସମ୍ପ୍ରତି ବିଭାଗ ସହ ସମ୍ପୃକ୍ତ ନଥିବା ପୋଷ୍ଟଗୁଡିକୁ ହଟାଇ ଦିଆଯାଇଛି । ଆକାଉଣ୍ଟକୁ ରିଟ୍ରିଭ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି । ତେବେ କିଏ ହ୍ୟାକ କରିଛି ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking