ଭୁବନେଶ୍ୱର : ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ନିର୍ବାଚନ ଅନିୟମିତତା ମାମଲାରେ ନୋଟିସ୍ । ସତ୍ୟପାଠରେ ଅପରାଧିକ ତଥ୍ୟ ଲୁଚାଇଥିବା ହୋଇଥିଲା ଅଭିଯୋଗ । ଅଭିଯୋଗ ଆଣିଥିଲେ ପୂର୍ବତନ ସୁକିନ୍ଦା ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ । ସୁକିନ୍ଦାରୁ ନିର୍ବାଚିତ ଜିତିଛନ୍ତି ପ୍ରଦୀପବଳ ସାମନ୍ତ । ଆସନ୍ତା ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।