ଭୁବନେଶ୍ୱର: ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟଙ୍କ ଝଟକା । ଟଙ୍କଧରଙ୍କ ଅନ୍ତରୀଣ ଆବେଦନ ଖାରଜ କଲେ କୋର୍ଟ । ନିର୍ୱାଚନୀ ମକଦ୍ଦମାକୁ ଖାରଜ ପାଇଁ ହୋଇଥିଲା ଆବେଦନ । ଟଙ୍କଧରଙ୍କ ବିରୋଧରେ କେତେ ମାମଲା ଅଛି ଜଣାଓ । ପ୍ରତିପକ୍ଷ ଦୀପାଳି ଦାସଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।