17.1 C
Bhubaneswar
Monday, December 22, 2025
Homeଓଡିଶାମନୋରମା, ଅଶ୍ୱିନୀ ପାତ୍ରଙ୍କୁ ହାଇକୋର୍ଟ ଝଟକା

ମନୋରମା, ଅଶ୍ୱିନୀ ପାତ୍ରଙ୍କୁ ହାଇକୋର୍ଟ ଝଟକା

ଭୁବନେଶ୍ୱର: ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କୁ ଝଟକା । ଜଳେଶ୍ୱର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କୁ ଝଟକା । ନିର୍ବାଚନ ଅନିୟମିତତାର ଶୁଣାଣି ହେବ କହିଲେ ହାଇକୋର୍ଟ। ଆବେଦନ ଖାରଜ ପାଇଁ କୋର୍ଟଙ୍କୁ ନିବେଦନ କରିଥିଲେ । ମନୋରମାଙ୍କ ନାଁରେ ଭକ୍ତ ଦାସ ମାମଲା କରିଛନ୍ତି । ଅଶ୍ୱିନୀଙ୍କ ନାଁରେ ମାମଲା କରିଛନ୍ତି ବ୍ରଜମୋହନ ପ୍ରଧାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking