32.1 C
Bhubaneswar
Thursday, May 29, 2025
Homeଓଡିଶାଓଡିଶାରେ ହାଇଆଲର୍ଟ

ଓଡିଶାରେ ହାଇଆଲର୍ଟ

ଭୁବନେଶ୍ୱର: ଓଡିଶାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ ବୈଠକ । ସମୀକ୍ଷା ପରେ ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ପ୍ରତିକ୍ରିୟା । ପୁରା ଓଡିଶାକୁ ହାଇଆଲର୍ଟରେ ରଖାଯାଇଛି  ା ସମସ୍ତ ଏସିପିଙ୍କୁ କିଛି ଗୁପ୍ତ ତଥ୍ୟ ବି ଦିଆଯାଇଛି । ପରିସ୍ଥିତି ଅନୁସାରେ ଆକ୍ସନ ନିଆଯିବ । ୧୧ କିମି ଉପକୂଳ ଉପରେ କଡା ନଜର ରହିଛି । ରେଡ ଜୋନରେ ଡ୍ରୋନ ଉଡିଲେ ଡାଉନ କରିବ ପୁଲିସ । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ଦୁଇ ଗୁଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking