ଭୁବନେଶ୍ବର: ବାଣୀବିହାରରୁ ହିରୋଇନ ଜବତ। ଉତ୍କଲ ବିଶ୍ୱବିଦ୍ୟାଳୟ ଭିତରେ ଥିବା ଶିବ ମନ୍ଦିର ନିକଟରୁ ମିଳିଲା ହିରୋଇନ। ୮୦ ଲକ୍ଷ ଟଙ୍କାର ହିରୋଇନ ଜବତ। ଛାତ୍ରଛାତ୍ରୀଙ୍କୁ ବିକ୍ରି କରିବାକୁ ଚାଲିଥିଲା ଡ଼ିଲ। ଡ଼ିଲ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ।