29.1 C
Bhubaneswar
Friday, June 20, 2025
Homeଓଡିଶାବଜ୍ରାଘାତରେ ହେଲପର ମୃତ , ଡ୍ରାଇଭର ଆହତ

ବଜ୍ରାଘାତରେ ହେଲପର ମୃତ , ଡ୍ରାଇଭର ଆହତ

ଯାଜପୁର: ଯାଜପୁରରେ ବଜ୍ରାଘାତରେ ହେଲପର  ମୃତ , ଡ୍ରାଇଭର ଆହତ । କୋରେଇ ଥାନା ରଗଡି ଛକ ନିକଟରେ  ଗାଡି ରଖି  ଗାଧୋଉଥିଲେ । ସେତେବେଳେ  ବଜ୍ରାଘାତର ଶିକାର ହୋଇଛନ୍ତି ହେଲପର ଏବଂ ଡ୍ରାଇଭର । ସେହିପରି ପିପିଲିରେ  ବଜ୍ରାଘାତ ହୋଇଛି ।  ବଜ୍ରାଘାତରେ ମାଳିବରାହୀ ଗାଁରେ  ଚାଷୀଙ୍କ ମୃତ୍ୟୁ ହୋଇଛି ।  ୫୫ ବର୍ଶୀୟ ସୁରେଶ ଭୋଇ ବିଲକୁ କାମ କରିବାକୁ ଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking