25.1 C
Bhubaneswar
Tuesday, March 24, 2026
Homeଓଡିଶାପ୍ରବଳ ବର୍ଷାରେ ବେହାଲ ରାଉରକେଲା

ପ୍ରବଳ ବର୍ଷାରେ ବେହାଲ ରାଉରକେଲା

ରାଉରକେଲା: ଗତକାଲିଠୁ ଲାଗି ରହିଥିବା ବର୍ଷା ଯୋଗୁ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି l ବିଶ୍ରା ଛକ ସିଆଇ ଏସଏଫ ଡିସ୍ପେନ୍ସରି ଭିତରେ ବର୍ଷା ପାଣି ଲହଡ଼ି ମାରୁଛି l ଲକ୍ଷ ଲକ୍ଷ ଟଙ୍କାର ଔଷଧ ପାଣିରେ ଭିଜି ନଷ୍ଟ ହୋଇଯାଇଛି l  ପ୍ଲାଟଫର୍ମ ନମ୍ବର ୫ ରୁ ରେଲୱେ କଲୋନି ବିଏସ ଏନ ଏଲ ଛକ ଦେଇ ସେକ୍ଟରକୁ ଯାଉଥିବା ରାସ୍ତାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି l ପ୍ଲାଟଫର୍ମ ନମ୍ବର ୫ କୃତ୍ରିମ ପୋଖରୀରେ ପରିଣତ ହୋଇଛିl ବିର୍ସା ଛକ ସହଯୋଗ ପେଟ୍ରୋଲ ପମ୍ପ ନିକଟ ସର୍ଦ୍ଦାର  କଲୋନିର ଘରେ ପାଣି ପଶିଛି। ଅନେକ ଘରେ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ସମେତ ବୈଦ୍ୟୁତିକ ସାମଗ୍ରୀ ମଧ୍ୟ ବର୍ଷା ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି। ବ୍ରାହ୍ମଣୀରେ ଜଳସ୍ତର ବଢ଼ିବା ପରେ ମନ୍ଦିରା ଡ୍ୟାମର ୯ରୁ ଅଧିକ ଗେଟ ଖୋଲି ଦିଆଯାଇଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking