29.1 C
Bhubaneswar
Monday, June 9, 2025
Homeଦେଶ ବିଦେଶଆସାମରେ ପ୍ରବଳ ବର୍ଷା: ଭୁସ୍ଖଳନରେ ୫ ମୃତ

ଆସାମରେ ପ୍ରବଳ ବର୍ଷା: ଭୁସ୍ଖଳନରେ ୫ ମୃତ

ନୂଆଦିଲ୍ଲୀ: ଆସାମରେ ପ୍ରବଳ ବର୍ଷା ଯୋଗୁଁ   ଭୁସ୍ଖଳନରେ ଛୋଟ ଶିଶୁ ସମେତ  ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଆସାମ ରାଜ୍ୟ ବିପଯ୍ୟୟ  ପରିଚାଳନା  କର୍ତ୍ତୁପକ୍ଷ  ସୂଚନା  ଦେଇଛନ୍ତି । ବର୍ଷା ଯୋଗୁଁ ଲୋକମାନଙ୍କ ଯାତାୟତରେ ବାଧା ଉପୁଜିଛି । ଘଟଣା ସ୍ଥଳରେ  ଏନଡିଆରଏଫ. ଏସଡିଆରଏଫ ଟିମ ପହଞ୍ଚି ଉଦ୍ଧାର କରୁଛନ୍ତି । ଗୌହାଟୀରେ  ପ୍ରବଳ ବର୍ଷା ଯୋଗୁଁ  ଜଳବନ୍ଦୀ ପରିସ୍ଥିତି ଉପୁଜିଛି ।  ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସାମ୍ବାଦିକ ସମ୍ମିଳନୀ କରି    କହିଛନ୍ତି, ପରିସ୍ଥିତି ସଙ୍କଟଜନକ ରହିଛି ।  ଆସନ୍ତାକାଲି ମଧ୍ୟ ପରିସ୍ଥିତି ସମାନ ରହିବ ।  ରାଦ୍ୟ ସରକାର ଏଥିପାଇଁ କଡା ନଜର ରଖିଛନ୍ତି । ଆସାମରେ ପ୍ରବଳ ବର୍ଷା ନେଇ   ସମସ୍ତ ସ୍କୁଲ , କଲେଜ ବନ୍ଦ ରହିବ ।  ଘରୋଇ ପ୍ରତିଷ୍ଠାନଗୁଡିକୁ ଉପଯୁକ୍ତ ପଦକ୍ଷେପ କାଯ୍ୟକାରୀ  କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking