26.1 C
Bhubaneswar
Friday, March 20, 2026
Homeଓଡିଶାଲଗାଣ ବର୍ଷା: ଏହି ଜିଲ୍ଲାର ଏତିକି ବ୍ଲକରେ ସ୍କୁଲ ଛୁଟି

ଲଗାଣ ବର୍ଷା: ଏହି ଜିଲ୍ଲାର ଏତିକି ବ୍ଲକରେ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷାରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା । ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ଦିନକ ପାଇଁ ସ୍କୁଲ ଛୁଟି ଘୋଷଣା । ତିହିଡି ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିରେ ଛୁଟି ଘୋଷଣା ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।ସୂଚନା ଥାଉକି, ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ସହ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୩୦ ରୁ ୩୫ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking