25.1 C
Bhubaneswar
Monday, December 8, 2025
Homeଓଡିଶାଆଗାମୀ ୩ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା

ଆଗାମୀ ୩ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା ।   ଆଗାମୀ ୩ ଘଣ୍ଟା ପାଇଁ  ୬ଟି ଜିଲ୍ଲାକୁ  ୟେଲ୍ଲୋ ୱାଣ୍ଣିଂ  ଜାରି କରିଛି ପାଣିପାଗ  କେନ୍ଦ୍ର  ।  ଢେଙ୍କାନାଳ , ସୁନ୍ଦରଗଡ,  କେନ୍ଦୁଝର, କେନ୍ଦ୍ରାପଡା, ଭଦ୍ରକ, ଗଞ୍ଜାମ ଏହି ସବୁ ଜିଲ୍ଲାରେ   ବର୍ଷା ଘଡଘଡି ସହ ପବନର  ପୂର୍ୱାନୁମାନ କରାଯାଇଛି ।  ଅଗଷ୍ଟ ୧୭ ତାରିଖ ପାଇଁ  ରାୟଗଡା, ଗଜପତି, ନବରଙ୍ଗପୁର,  କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା,  ନୟାଗଡ ଗଞ୍ଜାମ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ,  ବୌଦ୍ଧ, ନୂଆପଡା ଏ ବଲାଙ୍ଗୀର ଭଳି  ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking