29.1 C
Bhubaneswar
Thursday, June 19, 2025
Homeଓଡିଶାପୁଣି ବଢିବ ତାତି: ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ପୁଣି ବଢିବ ତାତି: ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବିଭିନ୍ନ ଜିଲ୍ଲାରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ହେଲେ କିଛି କିଛି ସ୍ଥାନରେ ଆହୁରି ତାପମାତ୍ରା ବଢିବା ନେଇ ସତର୍କତା ଜାରି କରିଛି ଆଞ୍ଛଳିକ ପାଣିପାଗ କେନ୍ଦ୍ର  । ଶୀଘ୍ର ମୌସୁମୀ ଆସିବା ପରେ ବି ରାଜ୍ୟରେ ମୌସୁମୀ ଜନିତ ବର୍ଷା ହେଉନାହିଁ ଯାହା ଫଳରେ ତାପମାତ୍ରା ବଢି ଚାଲିଛି  । ଆଗାମୀ ୪ ଦିନ ପାଇଁ ଉପକୁଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ  । ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର  । ଗରମ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ନାହିଁ ହେଲେ ଅପରାହ୍ନ ସମୟରେ କିଛିକିଛି ସ୍ଥାନ ମାନଙ୍କରେ ବର୍ଷା ଓ ଝଟକା ପବନ ଲାଗିରହିବ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking