28.1 C
Bhubaneswar
Wednesday, June 11, 2025
Homeଓଡିଶାରାଜ୍ୟରେ ଆଜିଠୁ ବଢିପାରେ ତାତି

ରାଜ୍ୟରେ ଆଜିଠୁ ବଢିପାରେ ତାତି

ଭୁବନେଶ୍ବର: ଦୁଇଦିନର ଆଶ୍ବସ୍ତି ପରେ ପୁଣି ବଢ଼ିବ ତାତି । ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା । ୯ ତାରିଖରୁ ତାପମାତ୍ରା ବୃଦ୍ଧି ପାଇବା ସହ ତାତି ଅସହ୍ୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।  ଏକ ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି  ।  ପ୍ରଭାବରେ ଥଣ୍ଡା ବାୟୁ କମିବା ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।
୪ଦିନ ମଧ୍ୟରେ ୩ରୁ ୪ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି  ।  ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୦ ମାର୍ଚ୍ଚ ଯାଏଁ ଗ୍ରୀଷ୍ମପ୍ରବାହର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking