25.1 C
Bhubaneswar
Tuesday, March 24, 2026
Homeଓଡିଶାରାସ୍ତାକଡରେ ଫିଙ୍ଗାଯାଇଛି ଗଦାଗଦା ମେଡିସିନ

ରାସ୍ତାକଡରେ ଫିଙ୍ଗାଯାଇଛି ଗଦାଗଦା ମେଡିସିନ

ଗଞ୍ଜାମ : ଯେଉଁ ଔଷଧ ଖାଇବା ଦ୍ୱାରା   ଲୋକଙ୍କ  ଦେହ ଭଲ ରୁହେ ଆଜି ସେ ଔଷଧକୁ ରାସ୍କାକଡରେ ଫିଙ୍ଗାଯାଇଛି । ଏପରି ଏକ ଦୃଶ୍ୟ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୟ ଆଦିଗନ୍ଦପୁର ନିକଟ ରାସ୍ତା ନିକଟରେ ଦେଖିବାକୁ ମିଳିଥିବା ବେଳେ ଏହା ସାଧାରଣ ଲୋକଙ୍କୁ ବିଚଳିତ କରିଛି। ଫିଙ୍ଗା ଯାଇଥିବା ଔଷଧ ମଧ୍ୟରେ ଟାବଲେଟଠୁ ଆରମ୍ଭ କରି ସିରପ ପର‌୍ୟ୍ୟନ୍ତ ରହିଛି। ବହୁ ମେଡିସିନର ଏକ୍ସପାରୀ ଡେଟ୍ ସରି ଯାଇଥିବା ବେଳେ ଆଉ ବହୁ ମେଡିସିନର ଏକ୍ସପାରୀ ଡେଟ ବି ସରିନି। କିନ୍ତୁ ଲୋକେ ଖାଇବା ବଦଳରେ ତାହାକୁ କିଏ ଓ କାହିଁକି ଏପରି ଫିଙ୍ଗିଲା ତାହା ସ୍ପଷ୍ଟ ହୋଇ ପାରିନି। ଏହାର ତଦନ୍ତ ପାଇଁ ଦାବି ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking