14.1 C
Bhubaneswar
Saturday, December 13, 2025
Homeଓଡିଶାହଟିଲା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦ୍ୱନ୍ଦ୍ୱ

ହଟିଲା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦ୍ୱନ୍ଦ୍ୱ

ଭୁବନେଶ୍ୱର : ୨୭୫୩ ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଦ୍ୱନ୍ଦ୍ୱ ହଟିଲା । ଆସନ୍ତା ରେ ଓରିଏଣ୍ଟସନ ପ୍ରୋଗ୍ରାମ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାମ ମନ୍ଦିର ପାଖ କ୍ୟାପିଟାଲ ହାଇସ୍କୁଲରେ ଓରିଏଣ୍ଟସନ ପ୍ରୋଗ୍ରାମ ହେବ । ସକାଳ ୭ ସୁଦ୍ଧା ପହଞ୍ଚିବା ପାଇଁ ସ୍ୱସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି ।  ଆଜି  ନିଯୁକ୍ତି ଉପରୁ କଟକଣା ହଟାଇଥିଲେ ହାଇକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking