14.1 C
Bhubaneswar
Sunday, December 7, 2025
Homeଓଡିଶାଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୪ ମୃତ

ଦୁଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା: ୪ ମୃତ

କୋରାପୁଟ: କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା ।  ଦୁଇ କାର ମଧ୍ୟରେ ମୁହଁମୁହିଁ ଧକ୍କା ।  ଧକ୍କା ଦେଇ ରାସ୍ତା କଡକୁ  ଓଲଟି ପଡିଛି  କାର । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଜଣେ ଗୁରୁତରଙ୍କ ମେଡିକାଲରେ  ଚିକିତ୍ସା ଚାଲିଛି   । କେରାପୁଟ ଜିଲ୍ଲା ସେମିଳିଗୁଡା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ ନିକଟରେ  ଏହି ଦୁର୍ଘଟଣା ଘଟିଛି ।   ମୃତକ ହେଲେ  ସୁନାବେଡା ଡିପି କ୍ୟାମ୍ପର ।   ଗୋଟିଏ ସଫାରୀ ଗାଡି କୋରାପୁଟରୁ ଦାମନେଯାଡି ଯାଉଥିଲା ।   ଅନ୍ୟ ଏକ କାରକୁ ଧକ୍କା ଦେବା ପରେ  ସଫାରୀ  ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ଗୁରୁତର ଜଣଙ୍କୁ କୋରାପୁଟ  ସହୀଦ ଲକ୍ଷ୍‌ମଣ  ନାୟକ  ମେଡିକାଲ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking