ଭୁବନେଶ୍ୱର: ଡେପୁଟେସନକୁ ନେଇ ବର୍ଷିଲେ ତାରା ବାହିନୀପତି । ସରକାରରେ ମିତ୍ରଭାନୁ ମହାପାତ୍ର ଦୁର୍ନୀତି କରିଛନ୍ତି । ତାଙ୍କ ଦୁର୍ନୀତର ସରକାରଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ସେଥିପାଇଁ ଡେପୁଟେସନରେ ପଠାଇଦେଲେ । ପାଞ୍ଚ ବର୍ଷରେ ପୁଣି ଆସିବେ ରାଜ କରିବେ ।