କଟକ: ନୂଆବଜାରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାରେ ପର୍ଦ୍ଦାଫାସ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିବା କହିଲେ ଡିସିପି। ଆହତ ସଞ୍ଜୟ ତରାଇଙ୍କୁ ବନ୍ଧୁକ ଦେଖାଉଥିଲେ ୨ ଯୁବକ। ଚୋରା ବନ୍ଧୁକ ଦେଖାଉଥିବା ବେଳେ ଗୁଳି ଫୁଟିଥିଲା। ହେଲେ କେହି ଗୁଳିମାଡ଼ କରିଥିବା କହିଥିଲେ ୨ ଯୁବକ। ବନ୍ଧୁକ ଖୋକା ଜବତ ସହ ୨ ଅଭିଯୁକ୍ତ ଯୁବକ ଗିରଫ।










