21.1 C
Bhubaneswar
Monday, December 8, 2025
Homeଅପରାଧହାଣ୍ଡିଆ ନଦେବାରୁ ମହିଳାଙ୍କୁ ହାଣିଲେ

ହାଣ୍ଡିଆ ନଦେବାରୁ ମହିଳାଙ୍କୁ ହାଣିଲେ

କେନ୍ଦୁଝର : ହାଣ୍ଡିଆ ନଦେବାରୁ ଜଣେ ମହିଳାଙ୍କୁ ଘୋଷାଡି ଆଣି ହତ୍ୟା କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣଙ୍କ ସାଲେକ ହେମ୍ବ୍ରମ । ସୂଚନା ଅନୁସାରେ , ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିବା ବେଳେ ସାଲେକ ଏବଂ ତାଙ୍କ ସ୍ୱାମୀ ଘରେ ଏକା ଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ସାଲେକଙ୍କ ଘରକୁ ଆସି ତାଙ୍କୁ ହାଣ୍ଡିଆ ମାଗିଥିଲେ । ମହିଳା ଜଣଙ୍କ ତାଙ୍କୁ ନଦେବାରୁ ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ ତାଙ୍କ ଉପରକୁ ଆକ୍ରମଣ କରିିଥିଲେ । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking