18.1 C
Bhubaneswar
Thursday, December 11, 2025
Homeଓଡିଶାପଇଡ ପାଇଁ ଘରେ ପଶି ହାଣିଦେଲା

ପଇଡ ପାଇଁ ଘରେ ପଶି ହାଣିଦେଲା

ପୁରୀ: ପଇଡ ତୋଳା ବିବାଦକୁ ନେଇ ବୀଭତ୍ସ ହତ୍ୟା । ପୁରୀ ଜିଲ୍ଲା ବାସେଳି ସାହି ମଶାଣୀଚଣ୍ଡୀ ନିକଟରେ ହତ୍ୟାକାଣ୍ଡ ଘଟିଛି । ଘରେ ଶୋଇଥିବା ବେଳେ ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି । ନାବାଳକ ସହ ୨ ଜଣଙ୍କୁ ଅଟକ ରଖି ବାସେଳିସାହି ପୋଲିସ ତଦନ୍ତ ଆରମ୍ଭ କରୁଛି । ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking