13.1 C
Bhubaneswar
Wednesday, January 14, 2026
Homeଓଡିଶାମଦ ନିଶାରେ ସାଙ୍ଗକୁ ପିଟି ମାରିଥିଲେ

ମଦ ନିଶାରେ ସାଙ୍ଗକୁ ପିଟି ମାରିଥିଲେ

କେଉଁଝର:  ରାକ୍ଷୀ ପୂଣ୍ଣିମାରେ ନିଖୋଜ  ଯୁବକଙ୍କୁ  ମୃତଦେହ  ଉଦ୍ଧାର  କରାଯାଇଛି । ତେଲକୋଇ ଥାନା କୃଷ୍ଣପୁର ଗାଁ ପାଖ ଶୁଆକାଠି ଜଙ୍ଗଲରୁ ଉଦ୍ଧାର କରାଯାଇଛି । ୨ ସାଙ୍ଗଙ୍କ ମାଡରେ ଅନ୍ୟ ଜଣେ ସାଙ୍ଗର ମୃତ୍ୟୁ ନେଇ ପୋଲିସର ସୂଚନା ମିଳିଛି । ୩ ସାଙ୍ଗ ମିଶିକି ମଦ ପିଇଥିଲେ, ମଦ ନିଶାରେ ପିଟାପିଟି ହେଲେ ।  ଅଭିଯୁକ୍ତ ୨ ସାଙ୍ଗଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking