32.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶପଶ୍ଚିମବଙ୍ଗ- ଓଡିଶା ସୀମାନ୍ତରେ ହାତୀପଲଙ୍କ ଆତଙ୍କ

ପଶ୍ଚିମବଙ୍ଗ- ଓଡିଶା ସୀମାନ୍ତରେ ହାତୀପଲଙ୍କ ଆତଙ୍କ

ପଶ୍ଚିମବଙ୍ଗ  : ଓଡ଼ିଶା-ପଶ୍ଚିମବଙ୍ଗ ସିମାନ୍ତ ଗାଁରେ ଝାଡ଼ଖଣ୍ଡି ହାତୀ ଉତ୍ପାତ କରୁଛନ୍ତି । ୫୫ଟି ହାତୀ ଛୁଆ ଠାରୁ ବଡ଼ ସମସ୍ତେ ଚରିଯାଉଛନ୍ତି ଧାନ।ଅମଳକ୍ଷମ ଧାନ ବିଲକୁ ନିଜ କବଜାକୁ ନେଇଯାଇଛନ୍ତି । ଜଙ୍ଗଲରେ ରହୁଛନ୍ତି ମନହେଲେ ଜମିରେ ପଶି ସବୁ ସଫା କରିଦେଉଛନ୍ତି। ବାଲେଶ୍ୱରର ରାଇବଣିଆର କୁଶଗଡ ଏବଂ ଲୁହାପଡା ଜଙ୍ଗଲରେ ୫୫ଟି ଝାଡ଼ଖଣ୍ଡି ହାତୀ ରହୁଛନ୍ତି ।ଧାନ ବିଲରେ ହାତୀପଲଙ୍କୁ ଦେଖି ଭୟଭୀତ ଅଞ୍ଚଳବାସୀ ଓ ଚାଷୀ। ବନ ବିଭାଗ ଏବଂ ଗଜସାଥି ହାତୀ ଘଉଡାଇବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ଅଞ୍ଚଳର ଲୋକ ହାତୀପଲଙ୍କୁ ଓଡ଼ିଶା ପଟକୁ ଘଉଡାଇ ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀପଲ ଧାନ ବିଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ, ରାତିରେ ଗାଁ ଆଡକୁ ଆସିବାର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking