19.1 C
Bhubaneswar
Sunday, February 8, 2026
Homeଓଡିଶାମଣ୍ଡିରେ ଭିଜୁଛି ଅମଳ ଧାନ

ମଣ୍ଡିରେ ଭିଜୁଛି ଅମଳ ଧାନ

ଖୋର୍ଦ୍ଧା: ସରୁନି ଚାଷୀର ଯନ୍ତ୍ରଣା । ମଣ୍ଡିରେ ପଡି ରହିଛି ଶହ ଶହ କୁଇଣ୍ଟାଲ ଧାନ। ବର୍ଷା ଜାରି ରହିଥିବା ବେଳେ ମଣ୍ଡିରେ ଭିଜୁଛି ଧାନ। ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଗର୍ଭଣିପଡା ସେବା ସମବାୟ ସମିତିରୁ ଆସିଛି ଏଭଳି ଦୃଶ୍ୟ । ଯେଉଁଠି ଲଗାତାର ୩ ଦିନ ଧାନ ମଣ୍ଡିରେ ଭିଜି ଗଜା ଧରିଲାଣି। ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀ। ସେବା ସମବାୟ ସମିତିର କର୍ମଚାରୀ ଅପେକ୍ଷା ଚାଷୀ ନିଜ ଧାନକୁ ଜଗି ବସିଛି। ସେପଟେ ମିଲର୍‌ର ଦେଖା ନାହିଁ। କିପରି ଚାଷୀର ଧାନ ସୁରକ୍ଷିତ ରହିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking