32.1 C
Bhubaneswar
Saturday, October 19, 2024
Homeଅପରାଧବଞ୍ଚିଲା ଲୋକକୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଲୁଟ

ବଞ୍ଚିଲା ଲୋକକୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ଲୁଟ

ଢେଙ୍କାନାଳ: ବଞ୍ଚିଥିବା ଲୋକକୁ କାଗଜକଲମରେ ୭ ବର୍ଷ ତଳୁ ମାରି ଖାଇଯାଇଛନ୍ତି ହରିଶ୍ଚନ୍ଦ୍ର ଯୋଜନା ସହାୟତା ଲୁଟ। ଏମିତି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ । ମିଳିଥିବା ସୂଚନା ଅନୁସାରେ, ଜୀବିତ ଲୋକଙ୍କ ନାଁରେ ହରିଶ୍ଚନ୍ଦ୍ର ଟଙ୍କା ଉଠାଇ ନିଆଯାଇଛି ବୋଲି ବିଡ଼ିଓଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି ଜୟପୁର ଗାଁର ଦୁଇ ବୃଦ୍ଧ ଚିଲ ବେହେରା ଏବଂ ରଘୁନାଥ ବେହେରା। ଦୁହେଁ ବଞ୍ଚିଥିବା ବେଳେ ସରକାରୀ କାଗଜପତ୍ରରେ ୭ ବର୍ଷ ପୂର୍ବରୁ ମୃତ ବୋଲି ରେକର୍ଡ ହୋଇଛି । ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ବାବଦକୁ ୨ ହଜାର ଟଙ୍କା ସେମାନଙ୍କ ପୁଅମାନେ ଉଠାଇ ନେଇଥିବା ଜଣାପଡିଛି । ହେଲେ ପ୍ରକୃତରେ କିଏ ନେଇଛି ଏହି ଟଙ୍କା ତାହା ସ୍ପଷ୍ଟ ହୋଇନଥିବାର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking