19.1 C
Bhubaneswar
Tuesday, December 9, 2025
Homeଓଡିଶାବିଜେଡି ଛାଡିଲେ ହରିଶଙ୍କର ରାଉତ

ବିଜେଡି ଛାଡିଲେ ହରିଶଙ୍କର ରାଉତ

ଭୁବନେଶ୍ୱର: ବିଜେଡି ଛାଡିଲେ ଛାତ୍ରନେତା ହରିଶଙ୍କର ରାଉତ । ଦଳ ଛାଡିବା ସହ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କଲେ ।କହିଲେ,  ଛାତ୍ର ଓ ଯୁବ ସଭାପତି ଚୟନ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହୋଇଛି । ଏବେବି ପାଣ୍ଡିଆନ ବିଜେଡିକୁ କବଜା କରି ରଖିଛନ୍ତି । ଅଣଓଡିଆ ହୋଇ ଦଳକୁ ପରିଚାଳନା କରୁଛନ୍ତି । ନବୀନ ଅନ୍ଧପୁଟୁଳି ବାନ୍ଧିଛନ୍ତି । ପାଣ୍ଡିଆନଙ୍କ ଯୋଗୁଁ ଆଜି ଦଳର ଏ ସ୍ଥିତି, ନିର୍ବାଚନରେ ଲୋକେ ଜବାବ ଦେଲେ ।  ଏହାତ୍ତ୍ୱେ ବି ନବୀନଙ୍କ ପାଣ୍ଡିଆନ ପ୍ରୀତି ଯାଇନି  କହିଛନ୍ତି  ବିଜେଡି ଛାତ୍ରନେତା ହରିଶଙ୍କର ରାଉତ । ଆହୁରି କହିଛନ୍ତି,  ବିଜେଡିରେ କୋଟେରୀ ଗ୍ରୁପ କାମ କରୁଛି, କିଛି ବରିଷ୍ଠ ନେତା ଅଛନ୍ତି । ବ୍ୟୋମକେଶ ରାୟଙ୍କ ସହ କିଛି ବରିଷ୍ଠ ନେତା ଏଥିରେ ସାମିଲ ଅଛନ୍ତି ।  ଏସବୁ ନେତା ପାଣ୍ଡିଆନଙ୍କ ଚାମଚା ସାଜିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking