ଭୁବନେଶ୍ୱର: କୋର୍ଟଙ୍କ ରାୟ ପରେ ପୀୟୂଷ ତ୍ରିପାଠୀଙ୍କ ପ୍ରଥମ ପ୍ରତିକ୍ରିୟା। ମୋ ପାଇଁ ଖୁସିର ମୁହୂର୍ତ୍ତ କହିଲେ ପୀୟୂଷ। ଆଜି ମୋର ନାଟକ ନାହିଁ, କାଲିଠୁ ମଞ୍ଚରେ ଚଢ଼ିବି। ବିବାଦ, ଖରାପ ସମୟରୁ ଦୂରେଇକି କେବଳ ନାଟକ କରିବି। ସମୟ ଖରାପ ଥିଲା, ଖରାପ ସମୟ ଚାଲିଗଲା। ଏବେ କେବଳ ନାଟକ କରିବି।