31.1 C
Bhubaneswar
Friday, February 13, 2026
Homeଓଡିଶାପୁଣି ରିମାଣ୍ଡରେ ଆସିବେ ହଂସିତା - ଅନୀଲ !

ପୁଣି ରିମାଣ୍ଡରେ ଆସିବେ ହଂସିତା – ଅନୀଲ !

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଆସିବେ ହାଇପ୍ରୋଫାଇଲ ଠକ ହଂସିତା- ଅନୀଲ । ଉଭୟଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ପୋଲିସ । ଯୁବତୀ ଚାଲାଣ ପ୍ରସଙ୍ଗରେ  ଅଧିକ ଖୋଳତାଡ ପାଇଁ ଆଣିବ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ କରିବ ଜେରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking