15.1 C
Bhubaneswar
Wednesday, December 10, 2025
Homeଓଡିଶାଅଙ୍ଗନବାଡ଼ି ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଙ୍ଗନବାଡ଼ି ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେଡାଖୋଲ: ସମ୍ବଲପୁର ଜିଲ୍ଲାର ରେଡାଖୋଲରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଅଙ୍ଗନବାଡି ସହାୟିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଚୁପୁକାଦାଦରା ଗାଁ ଘର ପଛ ପଟ ଗଛରୁ ଉଦ୍ଧାର କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କ ମୃତ୍ୟୁ ପରେ ଶାଶୁଘର ବିରୋଧରେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking