16.1 C
Bhubaneswar
Monday, February 9, 2026
Homeଓଡିଶାଅଙ୍ଗନବାଡି କର୍ମୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ଅଙ୍ଗନବାଡି କର୍ମୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଅଭାବନୀୟ ଘଟଣା । ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅଙ୍ଗନବାଡି କର୍ମୀଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଚମ୍ପୁଆ ଥାନା ନାରଦପୁର ଅଙ୍ଗନବାଡି କେନ୍ଦ୍ରରେ ଘଟିଛି ଏହି ଘଟଣା । ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ଯାହାକୁ ଆଧାର କରି ପୋଲିସ ଛାନଭିନ୍ ଚଳାଇଛି । ମୃତ ଅଙ୍ଗନବାଡି କର୍ମୀ ହେଲେ ମାଣିକ ବାରିକ । ଅଙ୍ଗନୱାଡି କେନ୍ଦ୍ର ପରିସରରେ ଏକ ଶିଶୁ ମନ୍ଦିର ଚାଲୁଥିବା ବେଳେ ମାଣିକ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ କିଛି ବିବାଦ ଓ ତାଙ୍କ ମୃତ୍ୟୁକୁ ନେଇ ଆଲୋଚନା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking