26.1 C
Bhubaneswar
Friday, March 20, 2026
Homeଓଡିଶାସପ୍ତାହିକ ହାଟରୁ ଅଧାପୋଡା ମୃତଦେହ ଉଦ୍ଧାର

ସପ୍ତାହିକ ହାଟରୁ ଅଧାପୋଡା ମୃତଦେହ ଉଦ୍ଧାର

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କେନ୍ଦୁଜିଆଣି ସାପ୍ତାହିକ ହାଟରୁ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର ପରିଚୟ ମିଳିପାରିନାହିଁ। ଆଜି ସକାଳୁ କିଛି ସ୍ଥାନୀୟ ଲୋକ ହାଟକୁ କୌଣସି କାମରେ ଆସିଥିବାବେଳେ ଏକ ଅଧାପୋଡା ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ନେଇ ଠାକୁରମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ଅଧିକ ଛାନଭିନ୍ ଜାରି ରଖିଛି। କେହି ଦୁର୍ବୁତ୍ତ ହତ୍ୟା କରି ମୃତଦେହ ପୋଡି ଦେଇଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking