32.1 C
Bhubaneswar
Thursday, February 19, 2026
Homeଓଡିଶାହଳଦିଆପଦର ବ୍ରିଜ ଡିଜାଇନ ହେବ: ମନ୍ତ୍ରୀ

ହଳଦିଆପଦର ବ୍ରିଜ ଡିଜାଇନ ହେବ: ମନ୍ତ୍ରୀ

ଭୁବନେଶ୍ୱର: ହଳଦିଆପଦର ବ୍ରିଜ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୂତି ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁ ଦିନରୁ ବ୍ରିଜ ତିଆରି ହୋଇଛି , ସେବେଠାରୁ ଡିଜାଇନ ଭୁଲ ଅଛି । ଏଥିପାଇଁ ବହୁତ ଜୀବନ ଅକାରଣରେ ଗଲାଣି । ସ୍ୱାର୍ଥ ସାଧନ ପାଇଁ ଯେଉଁ କାମ କରାଯାଇଥିଲା ତାକୁ ସମସ୍ତେ ନିନ୍ଦା କରୁଛନ୍ତି । ବ୍ରିଜ ପ୍ରସଙ୍ଗରେ ଆଗରୁ ବହୁତଥର ସ୍ୱର ଉତ୍ତୋଳନ କରିଛି । ହଳଦିଆପଦର ଦୁର୍ଘଟଣା ପରେ ଏବେ ସମସ୍ତଙ୍କ ଆଖି ଖୋଲିଯାଇଛି । ଆଗକୁ ହଳଦିଆପଦର ବ୍ରିଜ ଡିଜାଇନ ଭଲ ଭାବେ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking