24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶବ୍ଲାଷ୍ଟ ହେଲା ହେୟାର ଡ୍ରାୟର୍‌: ଛିଣ୍ଡିଲା ଦୁଇ ହାତ

ବ୍ଲାଷ୍ଟ ହେଲା ହେୟାର ଡ୍ରାୟର୍‌: ଛିଣ୍ଡିଲା ଦୁଇ ହାତ

କର୍ଣ୍ଣାଟକ: ଚୁଟି ଶୁଖେଇବା ବେଳେ ହେଲା ହେୟାର ଡ୍ରାୟର୍‌ରେ ବିସ୍ପୋରଣ। ସହିଦ ଯବାନଙ୍କ ପତ୍ନୀଙ୍କ ଛିଣ୍ଡି ଗଲା ଦୁଇ ହାତ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ବାଗଲକୋଟ ଅଞ୍ଚଳରେ। କର୍ଣ୍ଣାଟକର ବାଗାଲକୋଟ। ଏଠାରେ ଜଣେ ମହିଳା ହେୟାର ଡ୍ରାୟର ମେସିନ୍‌ରେ ନିଜ ଚୁଟି ଶୁଖାଉଥିଲେ। ତେବେ ଏତିକି ବେଳେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ମହିଳା ଜଣଙ୍କ ଗୁରୁତର ଆହତ ହେବା ସହ ବିସ୍ଫୋରଣରେ ତାଙ୍କର ଦୁଇ ହାତ ମଧ୍ୟ ଛିଣ୍ଡି ଯାଇଛି। ପୀଡିତ ମହିଳା ଜଣକ ହେଲେ ବସମ୍ମା ୟାରାନଲ୍‌। ସେ ଜଣେ ପୂର୍ବତନ ସେନା ଯବାନଙ୍କ ପତ୍ନୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking