30.1 C
Bhubaneswar
Sunday, February 8, 2026
Homeଓଡିଶାରାଜଧାନୀରେ କୁଆପଥର ବୃଷ୍ଟି

ରାଜଧାନୀରେ କୁଆପଥର ବୃଷ୍ଟି

ଭୁବନେଶ୍ୱର: ଭୁବନେଶ୍ୱରରେ ବର୍ଷା ସହ କୁଆପଥର ବୃଷ୍ଟି । ହଠାତ୍ ବଦଳିଗଲା ରାଜଧାନୀର ପାଗ । ବିଭିନ୍ନ ଅଞ୍ଚଳରେ ପବନ ସହ ବର୍ଷା । ଏତିକିବେଳେ ବାଲେଶ୍ୱର ଜିଲ୍ଲାକୁ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆଗାମୀ ୧ ଘଣ୍ଟା ପାଇଁ ସତର୍କତା ଜାରି । ବିଜୁଳି ଘଡଘଡି ସହ ପବନ ବହିବ । କିଛି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking