21.1 C
Bhubaneswar
Monday, February 2, 2026
Homeଓଡିଶାଜାମୁସାହିରେ ଗୁଳିକାଣ୍ଡ: ୪ ଗିରଫ

ଜାମୁସାହିରେ ଗୁଳିକାଣ୍ଡ: ୪ ଗିରଫ

ଖୋର୍ଦ୍ଧା: ଜାମୁସାହିରେ ହୋଇଥିବା ଗୁଳିକାଣ୍ଡ ଘଟଣା ପର୍ଦ୍ଦାଫାସ୍ ହୋଇଛି। ଏହି ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରି ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ଦୁଇଟି ଖୋକା, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି ଜବତ ହୋଇଛି।ଗୁଳିକାଣ୍ଡ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଦଲକ – ସାମନ୍ତରାୟପୁର ରାସ୍ତାରେ ଗତ ୧୯ ତାରିଖ ସନ୍ଧ୍ୟାରେ ଘଟିଥିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ଦେଉଳି ପଞ୍ଚାୟତ ଜାମୁସାହିର ବାସୁଦେବ ପରିଡ଼ା(୪୨) ଓରଫ୍ ଟୁଟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗୁଳିମାଡ଼ର କାରଣ ପୂର୍ବ ଶତ୍ରୁତା ଓ ଖଣି ବ୍ୟବସାୟ ବୋଲି ଏସପି ବିବେକାନନ୍ଦ ଶର୍ମା ସ୍ପଷ୍ଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking