29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସରଣ୍ଡାରେ ଦ୍ୱିତୀୟ ଦିନରେ ଗୁଳିବିନିମୟ ଜାରି: ଜଣେ ନସ୍କଲ ନିହତ

ସରଣ୍ଡାରେ ଦ୍ୱିତୀୟ ଦିନରେ ଗୁଳିବିନିମୟ ଜାରି: ଜଣେ ନସ୍କଲ ନିହତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ସରଣ୍ଡା ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଗୁଳିବିନିମୟର ଆଜି ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ସୁରକ୍ଷା ବାହିନୀ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି। ସୂଚନାଯୋଗ୍ୟ, ଗତକାଲି ଆରମ୍ଭ ହୋଇଥିଲା ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ପ୍ରଥମ ଦିନର ଏନକାଉଣ୍ଟରରେ ୧୬ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା

ଜାନୁଆରି ପୂର୍ବରୁ ବସ୍ତର ରେଞ୍ଜ ଅନ୍ତର୍ଗତ ବିଜାପୁର ଜିଲ୍ଲାରେ ଏକ ଏନକାଉଣ୍ଟରରେ ଛଅ ଜଣ ନକ୍ସଲ ନିହତ ହୋଇଥିଲେ। ଜାନୁଆରୀ ୧୭-୧୮ରେ ଏକ ଏନକାଉଣ୍ଟର ପରେ, ଛଅ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦୁଇଟି ଏକେ-୪୭ ରାଇଫଲ୍, ଗୋଟିଏ ଇନସାସ ରାଇଫଲ୍, ଦୁଇଟି .୩୦୩ ରାଇଫଲ୍ ଏବଂ ଗୋଟିଏ ବିଜିଏଲ୍ ଲଞ୍ଚର୍ ଜବତ କରାଯାଇଥିଲା। ଏହି ନକ୍ସଲଙ୍କ ପାଇଁ ୨୭ ଲକ୍ଷ ଟଙ୍କା ପୁରସ୍କାର ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking