18.1 C
Bhubaneswar
Monday, December 22, 2025
Homeଓଡିଶାଖୋଲିବ ଗୁଣ୍ଡିଚା ମନ୍ଦିର

ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ: ଖୋଲିବ ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିପାରିବେ  ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସୂଚନା ଦେଇଛନ୍ତି । ସକାଳୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ । ୨୦ ଜଣ ଜେଟିପି ସ୍କ୍ୱାଡ ଜଗିବେ, ମନ୍ଦିର ଚତୁଃପାଶ୍ୱର୍ ସଫା କରାଯିବ । ସମସ୍ତ  ଦୋକାନ ଉଚ୍ଛେଦ କରାଯିବ କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking