13.1 C
Bhubaneswar
Wednesday, January 14, 2026
Homeଓଡିଶାଗୁଳି ମାରିଲେ: ପଥରରେ ଛେଚିଲେ..

ଗୁଳି ମାରିଲେ: ପଥରରେ ଛେଚିଲେ..

ଢେଙ୍କାନାଳ : ସ୍ତ୍ରୀ ସମ୍ମୁଖରେ  ଗୁଳି ମାରିଲେ  ପରେ ପଥରରେ ଛେଚିଲେ ।  ଗୁଳି ମାରିବା ପରେ ଗୋଡେଇ ଗୋଡେଇ  ପରେ ପଥରରେ ଛେଚି ହତ୍ୟା କଲେ । ବିଳମ୍ବିତ ରାତିରେ ଢେଙ୍କାନାଳ କାରିଗର ସାହିରେ ହତ୍ୟାକାଣ୍ଡ ଘଟିଛି । ମହେଶ୍ୱର ବେହେରା ଓରଫ ଟିଟନଙ୍କୁ ବୀଭସ ହତ୍ୟା କରାଯାଇଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking