30.1 C
Bhubaneswar
Saturday, March 15, 2025
Homeଓଡିଶାବନ୍ଧୁକ କାରଖାନା ଠାବ, ୪ ଗିରଫ

ବନ୍ଧୁକ କାରଖାନା ଠାବ, ୪ ଗିରଫ

କଟକ: କଟକ ବୟାଳିଶ ମୌଜରେ ବନ୍ଧୁକ କାରଖାନା ଠାବ । ବେଆଇନ ବନ୍ଧୁକ କାରଖାନା ଉପରେ ଚଢାଉ । କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଚଢାଉ, ୪ ଗିରଫ ହୋଇଛନ୍ତି । ବିପୁଳ ପରିମାଣର ବନ୍ଧୁକ ଜବତ ହୋଇଛି । ଏବେବି ଚଢାଉ ଜାରି ରଖିଛି ଏସ୍‌ଟିଏଫ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking