23.1 C
Bhubaneswar
Monday, March 24, 2025
Homeଓଡିଶାବନ୍ଧୁକ କାରଖାନା ଠାବ: ମାଷ୍ଟର ମାଇଣ୍ଡ ଗିରଫ

ବନ୍ଧୁକ କାରଖାନା ଠାବ: ମାଷ୍ଟର ମାଇଣ୍ଡ ଗିରଫ

କଟକ: କଟକ ବୈୟାଳିଶି ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ । ଚଗଲା ଖୁଣ୍ଟିଆକୁ ଗିରଫ କରିଛି ଏସ୍‌ଟିଏଫ୍ । ଚଗଲା ଖୁଣ୍ଟିଆ ଘର କଟକ ଶଙ୍କରପୁରରେ । ପୂରା ରାକେଟ ତଥା ବନ୍ଧୁକ କାରବାର ପଛରେ ଥିଲା ତା’ର ବଡ଼ ଭୂମିକା।  ବାଦାମବାଡ଼ି ହତ୍ୟାକାଣ୍ଡ ଘଟଣାର ବି ସେ ମାଷ୍ଟରମାଇଣ୍ଡ ଥିଲା । ହତ୍ୟାକାଣ୍ଡ ପରେ, ଜେଲରେ ଅଭିଯୁକ୍ତଙ୍କ ସହ ମିଶି ଚଳାଇଥିଲା ରାକେଟ୍‌ । କଟକରୁ ବନ୍ଧୁକ ପାସ୍  କରାଇ, ବାହାର ଜିଲ୍ଲା, ସହର ଏବଂ ରାଜ୍ୟକୁ ଚାଲାଣର ଠିକା ନେଉଥିଲା ଏହି ହାର୍ଡକୋର ଅପରାଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking