27.1 C
Bhubaneswar
Wednesday, August 13, 2025
Homeଓଡିଶାଜେଲ୍ ଗଲା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ

ଜେଲ୍ ଗଲା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ

ସୁନ୍ଦରଗଡ: ଜେଲ୍ ଗଲା ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । ୨ ଦିନିଆ ରିମାଣ୍ଡରେ ଜେରା ପାଇଁ ଆଣିଥିଲା ଏସଆଇଟି । ୨ ଦିନ ଧରି ଶ୍ରବଣ ଅଗ୍ରୱାଲଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଜେରାବେଳେ ଏସଆଇଟି ହାତରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ଲାଗିଥିବା ସୂଚନା ମିଳିଛି । ବିନା କାଗଜପତ୍ରରେ ବାରୁଦ କାରବାର କରୁଥିବା ଜେରା ବେଳେ ମାନିଛି ଶ୍ରବଣ ଅଗ୍ରୱାଲ । କେବଳ ସେତିକି ନୁହେଁ ସ୍ତ୍ରୀ ନିକିତା ଅଗ୍ରୱାଲଙ୍କୁ ମୁହାଁମୁହିଁ ବସାଇ ଜେରା କରିଛି ଏସଆଇଟି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking