14.1 C
Bhubaneswar
Sunday, December 7, 2025
Homeଓଡିଶାଖୁବଶୀଘ୍ର ଖରାପାଇଁ ଆସିବ ଗାଇଡ ଲାଇନ

ଖୁବଶୀଘ୍ର ଖରାପାଇଁ ଆସିବ ଗାଇଡ ଲାଇନ

ଭୁବନେଶ୍ୱର : ସ୍କୁଲ କଲେଜ ପାଇଁ ଖୁବଶୀଘ୍ର  ଆସିବ ଗାଇଡ ଲାଇନ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନେ ଦୁଇ ଦିନ ଭିତରେ ସ୍ୱତନ୍ତ୍ର ଗାଇଡଲାଇନ ଆସିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଉଚ୍ଚ ଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା   ସରିଛି । କେବେଠୁ ସକାଳୁଆ ସ୍କୁଲ ହେବ , ଛାତ୍ର ଛାତ୍ରୀ ଖରାରୁ କିପରି ରକ୍ଷା ପାଇବେ ସେନେଇ ଗାଇଡ ଲାଇନ ଆସିବ ।  କେବଳ ସ୍କୁଲ କଲେଜ ନୁହେଁ, ରାଜ୍ୟବାସୀଙ୍କ ପାଇଁ  ମଧ୍ୟ ଦୁଇଦିନ ମଧ୍ୟରେ ସ୍ୱତନ୍ତ୍ର ଗାଇଡ ଲାଇନ ଆସିବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଫେବୃଆରୀ ମାସରୁ ତାତି ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ମାସରେ ତାତି ଅସହ୍ୟ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking