ପୁରୀ: ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପାଇଁ ନୂଆ ଗାଇଡ଼ ଲାଇନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକୁ ଚିଠି ଲେଖିଲେ ଅତିରିକ୍ତ ସଚିବ । ୭ ଟି ଫର୍ମୁଲା ଆପଣେଇବାକୁ ଚିଠିରେ ଉଲ୍ଲେଖ ହୋଇଛି । ସରକାରଙ୍କ ଦ୍ୱାରା ୫ ସେବାୟତ କମିଟିକୁ ମନୋନୀତ ହେବେ । କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ କମିଟିରେ ମିଳିବନି ସ୍ଥାନ ।