30.1 C
Bhubaneswar
Monday, October 28, 2024
Homeଓଡିଶାଭୁବନେଶ୍ୱରବାଣ ବିକ୍ରି ପାଇଁ  ଗାଇଡଲାଇନ

ବାଣ ବିକ୍ରି ପାଇଁ  ଗାଇଡଲାଇନ

ବ୍ୟୁରୋ : ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୁଲିସ ।  ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ  ବାଣ ଫୁଟାଯିବ ।  ବିପଦ ଜନକ ବାଣ ଫୁଟା ଓ ବିକ୍ରି ଉପରେ କଟକଣା ଜାରି । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ସେଥି ମଧଧରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି  ଦିଆଯାଇଛି । ବାଣ ଦୋକାନ ମଧଧରେ ଅତି କମରେ ୫୦ ଫୁଟ ଦୂରତା ରହିବା ଆବଶ୍ୟକ ।  ବେଆଇନ ଭାବେ ଗଛ୍‌ଛିତ ବାଣ ଜବତ ପାଇଁ ପୋଲିସ ଚଢାଉ ସହ କାର୍ଯ୍ୟାନୁଷ୍ଠାନ ହେବ । ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିବ । ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି ।  ଖୁଚୁରା ବାଣ ବିକ୍ରି କଲେ ବେଆଇନ ଦର୍ଶାଯିବ । ଦୋକାନ ଚାରିପାଶ୍ୱର୍କୁ ଟିଣରେ ଆବଦ୍ଧ କରାଯିବ । ନିଆ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଭର୍ତ୍ତି ଡ୍ରମ ରଖାଯିବ । ଅଗ୍ନିଶମ ବିଭାଗ ଓ ବିଏମସି ନିୟମ ମାନିବାକୁ ଦୋକାନୀ ବାଧ୍ୟ । ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନନ ନିଆଯିବ । ୨୫ଟି ସ୍ଥାନରେ ଖୋଲାଯିବ ଅସ୍ଥାୟୀ ବାଣ ଦୋକାନ ।
ବ୍ୟୁରୋ : କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେ ନାହିଁ । ସେଥି ମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି  ଦିଆଯାଇଛି । ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ ଦୂରତା ରହିବା ଆବଶ୍ୟକ ।  ବେଆଇନ ଭାବେ ଗଛିତ ବାଣ ଜବତ ପାଇଁ ପୋଲିସ ଚଢାଉ କରିଛି । ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ପୋଲିସ ଜବତ କରିଛି । ବାଲିପାଟଣା ଥାନା ଅଞ୍ଚଳରୁ ୧୫୦ କେଜିରୁ ଅଧିକ ବାଣ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଛି ।
https://www.youtube.com/watch?v=2c_EXUBXCZ4

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking