30.1 C
Bhubaneswar
Saturday, March 21, 2026
Homeଓଡିଶାକୁଣିଆଙ୍କୁ ଛୁରୀ ଭୁସି ହତ୍ୟା

କୁଣିଆଙ୍କୁ ଛୁରୀ ଭୁସି ହତ୍ୟା

କୋରାପୁଟ :  କୁଣିଆ ହୋଇ ଆସୁଥିବା ସଂପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ନନ୍ଦପୁର ଟିକରପଡା ଗାଁରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଘଟିଛି । ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି  । ଆକ୍ରମଣରେ ଆଉ ଜଣେ ଆହତ ହୋଇଛନ୍ତି । ଛୁରିରେ  ନିଜ ଶରୀରର ବିଭିନ୍ନ ସ୍ଥାନ ବି କାଟି ପକାଇଛି ଅଭିଯୁକ୍ତ । ମାନସିକ ବିକାରଗ୍ରସ୍ତ  ଯୁବକକୁ କାବୁ କଲେ ଗ୍ରାମବାସୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking