15.1 C
Bhubaneswar
Monday, February 9, 2026
Homeଓଡିଶାଦାଦା ଶୁଦ୍ଧକ୍ରିୟାରେ ପାଣିରେ ବୁଡି ପୁତୁରା ମୃତ

ଦାଦା ଶୁଦ୍ଧକ୍ରିୟାରେ ପାଣିରେ ବୁଡି ପୁତୁରା ମୃତ

କେନ୍ଦ୍ରାପଡା: ପୋଖରୀରେ ଗାଧୋଇବା ବେଳେ ବୁଡି ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ ଏଭଳି ଅଘଟଣ ଘଟିଛି ।  ସଂପର୍କୀୟ  ଦାଦାର ଶୁଦ୍ଧକ୍ରିୟା ଦିନ  ସାନମଙ୍ଗ ଗାଁରେ ଅଘଟଣ ଘଟିଛି । ଶୁଦ୍ଧକ୍ରିୟା ସାରି ଗାଧୋଇବା ବେଳେ ପୋଖରୀରେ ବୁଡିଗଲେ ନାବାଳକ ।  ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ପରିବାରରେ ଗୋଟିଏ ଦୁଃଖ ନ ସରୁଣୁ ପୁଣି  ଆଉ ଗୋଟିଏ ଦୁଃଖ ଫେରି ଆସିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking