18.1 C
Bhubaneswar
Monday, December 22, 2025
Homeଓଡିଶାଜେଜେ ମା’କୁ ପିଟିପିଟି ମାରିଲା ନାତି

ଜେଜେ ମା’କୁ ପିଟିପିଟି ମାରିଲା ନାତି

ଗଞ୍ଜାମ:  ଜେଜେ ମାଆକୁ ପିଟିପିଟି ମାରିଦେଲା ନାତି ।  କୋଦଳା ଥାନା  ନାଇକାଣିପଲ୍ଲୀରେ ଅଭାବନୀୟ ଘଟଣା ଘଟିଛି । ଘରେ କେହି  ନଥିବା ଜେଜେ ମା’କୁ ହତ୍ୟା  କରାଯାଇଛି । ପାରିବାରିକ କଳହକୁ ନେଇ  ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରୁଛି ।  ପରିବାର ଲୋକଙ୍କ ମନରେ ଶୋକର ଚାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking