ଭୁବନେଶ୍ୱର : ଧାନ ସଂଗ୍ରହକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାଯ୍ୟ । ସରକାର ବାରମ୍ବାର ଘୋଷଣା କଲେ । ଗ୍ରାଉଣ୍ଡ ସ୍ଥିତି ନିଜେ ଯାଇ ଦେଖନ୍ତୁ । ଚାଷୀ ଅମଳ ଧାନ କେଉଁଠି ରଖିବ । ମଣ୍ଡିରେ ଧାନ ବର୍ଷା ପାଣିରେ ନଷ୍ଟ ହେଉଛି । ସମ୍ପୂର୍ଣ୍ଣ ଅବ୍ୟବସ୍ତା ଭିତରେ ଧାନ ସଂଗ୍ରହ କରୁଛନ୍ତି ରାଜ୍ୟ ସରକାର । ବର୍ଷାରେ ଧାନ କ୍ୱାଲିଟି ରହିବ ନାହିଁ । ଚାଷୀ ବାଧ୍ୟ ହୋଇ ଦଲାଲକୁ ବିକିବେ । ଦଲାଲ ମାନଙ୍କୁ ନିୟନ୍ତ୍ରଣ କରନ୍ତୁ ସରକାର କହିଛନ୍ତି ପ୍ରସନ୍ନ ଆଚାଯ୍ୟ । କଟନା ଛଟନୀ ହେବ ନାହିଁ କହିଥିଲେ । ଏବେ ବି ହେଉଛି କଟନୀ ଛଟନୀ ।